Tora Hei Jaichi

Tora Hei Jaichi Lyrics

Song Tora Hei Jaichi
Artist Humane Sagar
Album Tora Hei Jaichi
Download Image LRC TXT
[00:39.91] ଏମିତି ତୁ ଥାଆ ଖାଲି, ସାଥେ ୧୦୦ ଜନ୍ମ
[00:45.33] ଯେତେ ଇଚ୍ଛା ସେତେ ତତେ, କରୁଥିବି ପ୍ରେମ
[00:55.71] ଓ, ଏମିତି ତୁ ଥାଆ ଖାଲି, ସାଥେ ୧୦୦ ଜନ୍ମ
[01:02.17] ଯେତେ ଇଚ୍ଛା ସେତେ ତତେ, କରୁଥିବି ପ୍ରେମ
[01:07.90] ତୋ ପାଇଁ ଏ ପାଗଳାମି, ଯଦିବି ଯାଏ କେବେ କମି
[01:13.39] ତୋ ପାଇଁ ଏ ପାଗଳାମି, ଯଦିବି ଯାଏ କେବେ କମି
[01:19.19] ଦୁନିଆରେ ଆଉ ମୁଁବି ନଥିବି ଜାଣିଛି
[01:27.02] ଶୁଣୁ ଗୋଟେ କଥା କହୁଛି
[01:32.93] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି
[01:38.58] ଶୁଣୁ ଗୋଟେ କଥା କହୁଛି
[01:43.85] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି
[01:50.47]
[02:14.64] ୧୦୦୦ ରାତିର ନିଦକୁ କରିଛି ପର
[02:20.30] ହଟିଯିବ ବୋଲି କାଳେ ତୋଠୁ ମୋ ନଜର
[02:30.89] ଓ, ପହିଲି ସକାଳ ସୁନାର କିରଣ ସାଜି
[02:37.12] ସବୁଦିନ ଏମିତି ତୋ ଦେହରେ ମୋ ଯାଆ ବାଜି
[02:42.58] ଖୁସିରେ ତୋର ଖୁସି ହେଇ, ନିଜର ତତେ ମାନି ନେଇ
[02:48.25] ଖୁସିରେ ତୋର ଖୁସି ହେଇ, ନିଜର ତତେ ମାନି ନେଇ
[02:53.92] ନ ଖୋଜିବି ସବୁ କିଛି ପାଇ ମୁଁ ସାରିଛି
[03:01.91] ଶୁଣୁ ଗୋଟେ କଥା କହୁଛି
[03:07.62] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି
[03:13.39] ଶୁଣୁ ଗୋଟେ କଥା କହୁଛି
[03:18.97] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି
[03:25.18]
[03:49.55] କେତେ ଯେ ଦରଦ ତୋ ପାଇଁ ସାଇତା ଆଜି
[03:55.24] ମଥା ରଖି ଛାତିରେ ତୁ ଆପେ ଆପେ ଯାଆ ବୁଝି
[04:05.71] ଓ, ଏମିତି କେମିତି ବାନ୍ଧିଲୁ ପ୍ରେମର ଡୋର?
[04:11.85] ତୋ ମନରୁ ମୋ ମନ ଲାଗୁନି ଜମା ଦୂର
[04:17.50] ଭାବି ମୁଁ ହୁଏ ଯେବେ ତତେ, ନିଜେ ହଁ ଗପେ ନିଜ ସାଥେ
[04:23.29] ଭାବି ମୁଁ ହୁଏ ଯେବେ ତତେ, ନିଜେ ହଁ ଗପେ ନିଜ ସାଥେ
[04:29.16] ଏମିତି ଏ ଗପସପ ଭଲ ବି ଲାଗୁଛି
[04:37.09] ଶୁଣୁ ଗୋଟେ କଥା କହୁଛି
[04:42.64] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି
[04:48.18] ଶୁଣୁ ଗୋଟେ କଥା କହୁଛି
[04:53.62] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି
[04:59.85]
[00:39.91] ,
[00:45.33] ,
[00:55.71] , ,
[01:02.17] ,
[01:07.90] ,
[01:13.39] ,
[01:19.19]
[01:27.02]
[01:32.93]
[01:38.58]
[01:43.85]
[01:50.47]
[02:14.64]
[02:20.30]
[02:30.89] ,
[02:37.12]
[02:42.58] ,
[02:48.25] ,
[02:53.92]
[03:01.91]
[03:07.62]
[03:13.39]
[03:18.97]
[03:25.18]
[03:49.55]
[03:55.24]
[04:05.71] , ?
[04:11.85]
[04:17.50] ,
[04:23.29] ,
[04:29.16]
[04:37.09]
[04:42.64]
[04:48.18]
[04:53.62]
[04:59.85]
[00:39.91] ,
[00:45.33] ,
[00:55.71] , ,
[01:02.17] ,
[01:07.90] ,
[01:13.39] ,
[01:19.19]
[01:27.02]
[01:32.93]
[01:38.58]
[01:43.85]
[01:50.47]
[02:14.64]
[02:20.30]
[02:30.89] ,
[02:37.12]
[02:42.58] ,
[02:48.25] ,
[02:53.92]
[03:01.91]
[03:07.62]
[03:13.39]
[03:18.97]
[03:25.18]
[03:49.55]
[03:55.24]
[04:05.71] , ?
[04:11.85]
[04:17.50] ,
[04:23.29] ,
[04:29.16]
[04:37.09]
[04:42.64]
[04:48.18]
[04:53.62]
[04:59.85]
Tora Hei Jaichi Lyrics
YouTube Results (More on YouTube)