[00:39.91] ଏମିତି ତୁ ଥାଆ ଖାଲି, ସାଥେ ୧୦୦ ଜନ୍ମ [00:45.33] ଯେତେ ଇଚ୍ଛା ସେତେ ତତେ, କରୁଥିବି ପ୍ରେମ [00:55.71] ଓ, ଏମିତି ତୁ ଥାଆ ଖାଲି, ସାଥେ ୧୦୦ ଜନ୍ମ [01:02.17] ଯେତେ ଇଚ୍ଛା ସେତେ ତତେ, କରୁଥିବି ପ୍ରେମ [01:07.90] ତୋ ପାଇଁ ଏ ପାଗଳାମି, ଯଦିବି ଯାଏ କେବେ କମି [01:13.39] ତୋ ପାଇଁ ଏ ପାଗଳାମି, ଯଦିବି ଯାଏ କେବେ କମି [01:19.19] ଦୁନିଆରେ ଆଉ ମୁଁବି ନଥିବି ଜାଣିଛି [01:27.02] ଶୁଣୁ ଗୋଟେ କଥା କହୁଛି [01:32.93] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି [01:38.58] ଶୁଣୁ ଗୋଟେ କଥା କହୁଛି [01:43.85] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି [01:50.47] [02:14.64] ୧୦୦୦ ରାତିର ନିଦକୁ କରିଛି ପର [02:20.30] ହଟିଯିବ ବୋଲି କାଳେ ତୋଠୁ ମୋ ନଜର [02:30.89] ଓ, ପହିଲି ସକାଳ ସୁନାର କିରଣ ସାଜି [02:37.12] ସବୁଦିନ ଏମିତି ତୋ ଦେହରେ ମୋ ଯାଆ ବାଜି [02:42.58] ଖୁସିରେ ତୋର ଖୁସି ହେଇ, ନିଜର ତତେ ମାନି ନେଇ [02:48.25] ଖୁସିରେ ତୋର ଖୁସି ହେଇ, ନିଜର ତତେ ମାନି ନେଇ [02:53.92] ନ ଖୋଜିବି ସବୁ କିଛି ପାଇ ମୁଁ ସାରିଛି [03:01.91] ଶୁଣୁ ଗୋଟେ କଥା କହୁଛି [03:07.62] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି [03:13.39] ଶୁଣୁ ଗୋଟେ କଥା କହୁଛି [03:18.97] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି [03:25.18] [03:49.55] କେତେ ଯେ ଦରଦ ତୋ ପାଇଁ ସାଇତା ଆଜି [03:55.24] ମଥା ରଖି ଛାତିରେ ତୁ ଆପେ ଆପେ ଯାଆ ବୁଝି [04:05.71] ଓ, ଏମିତି କେମିତି ବାନ୍ଧିଲୁ ପ୍ରେମର ଡୋର? [04:11.85] ତୋ ମନରୁ ମୋ ମନ ଲାଗୁନି ଜମା ଦୂର [04:17.50] ଭାବି ମୁଁ ହୁଏ ଯେବେ ତତେ, ନିଜେ ହଁ ଗପେ ନିଜ ସାଥେ [04:23.29] ଭାବି ମୁଁ ହୁଏ ଯେବେ ତତେ, ନିଜେ ହଁ ଗପେ ନିଜ ସାଥେ [04:29.16] ଏମିତି ଏ ଗପସପ ଭଲ ବି ଲାଗୁଛି [04:37.09] ଶୁଣୁ ଗୋଟେ କଥା କହୁଛି [04:42.64] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି [04:48.18] ଶୁଣୁ ଗୋଟେ କଥା କହୁଛି [04:53.62] ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି [04:59.85]