ଏମିତି ତୁ ଥାଆ ଖାଲି, ସାଥେ ୧୦୦ ଜନ୍ମ ଯେତେ ଇଚ୍ଛା ସେତେ ତତେ, କରୁଥିବି ପ୍ରେମ ଓ, ଏମିତି ତୁ ଥାଆ ଖାଲି, ସାଥେ ୧୦୦ ଜନ୍ମ ଯେତେ ଇଚ୍ଛା ସେତେ ତତେ, କରୁଥିବି ପ୍ରେମ ତୋ ପାଇଁ ଏ ପାଗଳାମି, ଯଦିବି ଯାଏ କେବେ କମି ତୋ ପାଇଁ ଏ ପାଗଳାମି, ଯଦିବି ଯାଏ କେବେ କମି ଦୁନିଆରେ ଆଉ ମୁଁବି ନଥିବି ଜାଣିଛି ଶୁଣୁ ଗୋଟେ କଥା କହୁଛି ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି ଶୁଣୁ ଗୋଟେ କଥା କହୁଛି ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି ୧୦୦୦ ରାତିର ନିଦକୁ କରିଛି ପର ହଟିଯିବ ବୋଲି କାଳେ ତୋଠୁ ମୋ ନଜର ଓ, ପହିଲି ସକାଳ ସୁନାର କିରଣ ସାଜି ସବୁଦିନ ଏମିତି ତୋ ଦେହରେ ମୋ ଯାଆ ବାଜି ଖୁସିରେ ତୋର ଖୁସି ହେଇ, ନିଜର ତତେ ମାନି ନେଇ ଖୁସିରେ ତୋର ଖୁସି ହେଇ, ନିଜର ତତେ ମାନି ନେଇ ନ ଖୋଜିବି ସବୁ କିଛି ପାଇ ମୁଁ ସାରିଛି ଶୁଣୁ ଗୋଟେ କଥା କହୁଛି ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି ଶୁଣୁ ଗୋଟେ କଥା କହୁଛି ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି କେତେ ଯେ ଦରଦ ତୋ ପାଇଁ ସାଇତା ଆଜି ମଥା ରଖି ଛାତିରେ ତୁ ଆପେ ଆପେ ଯାଆ ବୁଝି ଓ, ଏମିତି କେମିତି ବାନ୍ଧିଲୁ ପ୍ରେମର ଡୋର? ତୋ ମନରୁ ମୋ ମନ ଲାଗୁନି ଜମା ଦୂର ଭାବି ମୁଁ ହୁଏ ଯେବେ ତତେ, ନିଜେ ହଁ ଗପେ ନିଜ ସାଥେ ଭାବି ମୁଁ ହୁଏ ଯେବେ ତତେ, ନିଜେ ହଁ ଗପେ ନିଜ ସାଥେ ଏମିତି ଏ ଗପସପ ଭଲ ବି ଲାଗୁଛି ଶୁଣୁ ଗୋଟେ କଥା କହୁଛି ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି ଶୁଣୁ ଗୋଟେ କଥା କହୁଛି ମୋ ଠାରୁ ବି ମୁଁ ଅଧିକ ତୋର ହେଇ ଯାଇଛି