Ede Beimani Tu

Ede Beimani Tu Lyrics

Song Ede Beimani Tu
Artist Humane Sagar
Album Ede Beimani Tu
Download Image LRC TXT
[00:26.82] ଏଡ଼େ ବେଇମାନି ତୁ
[00:31.36] ଏଡ଼େ ବେଦରଦି ତୁ
[00:35.67] ଏଡ଼େ ବେଇମାନି ତୁ, ଏଡ଼େ ବେଦରଦି ତୁ
[00:40.25] ତତେ ଭରଷା କରି ଭଲ ପାଉଥିଲି ମୁଁ
[00:44.76] ମୋ ହୃଦୟ ସାଥିରେ ଖେଳି ଦେଲୁ ପ୍ରିୟା ତୁ
[00:53.70] ନୂଆ ସାଥୀଟେ ପାଇ ମୋତେ ଭୁଲିଗଲୁ ତୁ
[00:58.07] ତୁ ହସୁଛୁ ସିନା, ନିତି କାନ୍ଦୁଛି ଲୋ ମୁଁ
[01:02.43] ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
[01:11.20] ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
[01:16.29]
[01:42.47] ତୋ ମନକୁ ଭାବି ମନ୍ଦିରଟିଏ ମନ ତତେ ଦେଲି
[01:47.25] ମନ ନେଇ ତୁ ଖେଲିବୁ ବୋଲି ଭାବି ମୁଁ ନଥିଲି
[01:55.02] ହୋ, ମୋ ପ୍ରେମରେ ଥିଲା କୋଉଠି ଉଣା? ଗଲୁ ମୋତେ ଭୁଲି
[02:00.60] ଛଡେଇନେଲୁ ଖୁସି ମୋର ଦୁଃଖ ଦେଲୁ ଖାଲି, ଦୁଃଖ ଦେଲୁ ଖାଲି
[02:06.95] ଏଡ଼େ ସ୍ୱାର୍ଥପର ତୁ
[02:11.31] ଜାଣି ନଥିଲି ଲୋ ମୁଁ
[02:15.68] ଏଡ଼େ ସ୍ୱାର୍ଥପର ତୁ, ଜାଣି ନଥିଲି ଲୋ ମୁଁ
[02:20.31] ତତେ ବିଶ୍ୱାସ କରି ଆଜି ମରୁଛି ଲୋ ମୁଁ
[02:24.67] ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ
[02:33.28] ଓ, ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ
[02:38.45]
[03:04.59] ମୋ ହୃଦୟେ ତତେ ବସେଇଥିଲି ଘରଟିଏ କରି
[03:09.57] ବୁଝିଲୁ ନାହିଁ ପ୍ରେମକୁ ମୋର, ଗଲୁ ଛାତି ଚିରି
[03:17.30] ହାଏ, ମୋ ଜୀବନେ ଯାହା ରଖିଥିଲି ମୁଁ, ସବୁ ଲୁଟିନେଲୁ
[03:22.83] ଆଉ କା ପ୍ରେମ ପାଇଲୁ ବୋଲି ମୋତେ ଛାଡ଼ିଦେଲୁ, ମୋତେ ଛାଡ଼ିଦେଲୁ
[03:29.01] ଏଡ଼େ धोकेबाज ତୁ
[03:33.51] ଭାବି ନଥିଲି ଲୋ ମୁଁ
[03:37.98] ଏଡ଼େ धोकेबाज ତୁ, ଭାବି ନଥିଲି ଲୋ ମୁଁ
[03:42.30] ମୁଁ ସରଳ ବୋଲି ଆଜି ଠକିଦେଲୁ ତୁ
[03:46.75] ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ
[03:55.45] ହଁ, ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ
[04:04.65] ଏଡ଼େ ବେଇମାନି ତୁ
[04:06.85] ଏଡ଼େ ବେଦରଦି ତୁ
[04:09.18] ତତେ ଭରଷା କରି ଭଲ ପାଉଥିଲି ମୁଁ
[04:13.62] ମୋ ହୃଦୟ ସାଥିରେ ଖେଳିଦେଲୁ ପ୍ରିୟା ତୁ
[04:22.32] ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
[04:30.83] ଓ, ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ
[04:36.28]
[00:26.82]
[00:31.36]
[00:35.67] ,
[00:40.25]
[00:44.76]
[00:53.70]
[00:58.07] ,
[01:02.43]
[01:11.20]
[01:16.29]
[01:42.47]
[01:47.25]
[01:55.02] , ?
[02:00.60] ,
[02:06.95]
[02:11.31]
[02:15.68] ,
[02:20.31]
[02:24.67]
[02:33.28] ,
[02:38.45]
[03:04.59]
[03:09.57] ,
[03:17.30] , ,
[03:22.83] ,
[03:29.01]
[03:33.51]
[03:37.98] ,
[03:42.30]
[03:46.75]
[03:55.45] ,
[04:04.65]
[04:06.85]
[04:09.18]
[04:13.62]
[04:22.32]
[04:30.83] ,
[04:36.28]
[00:26.82]
[00:31.36]
[00:35.67] ,
[00:40.25]
[00:44.76]
[00:53.70]
[00:58.07] ,
[01:02.43]
[01:11.20]
[01:16.29]
[01:42.47]
[01:47.25]
[01:55.02] , ?
[02:00.60] ,
[02:06.95]
[02:11.31]
[02:15.68] ,
[02:20.31]
[02:24.67]
[02:33.28] ,
[02:38.45]
[03:04.59]
[03:09.57] ,
[03:17.30] , ,
[03:22.83] ,
[03:29.01]
[03:33.51]
[03:37.98] ,
[03:42.30]
[03:46.75]
[03:55.45] ,
[04:04.65]
[04:06.85]
[04:09.18]
[04:13.62]
[04:22.32]
[04:30.83] ,
[04:36.28]
Ede Beimani Tu Lyrics
YouTube Results (More on YouTube)