[00:26.82] ଏଡ଼େ ବେଇମାନି ତୁ [00:31.36] ଏଡ଼େ ବେଦରଦି ତୁ [00:35.67] ଏଡ଼େ ବେଇମାନି ତୁ, ଏଡ଼େ ବେଦରଦି ତୁ [00:40.25] ତତେ ଭରଷା କରି ଭଲ ପାଉଥିଲି ମୁଁ [00:44.76] ମୋ ହୃଦୟ ସାଥିରେ ଖେଳି ଦେଲୁ ପ୍ରିୟା ତୁ [00:53.70] ନୂଆ ସାଥୀଟେ ପାଇ ମୋତେ ଭୁଲିଗଲୁ ତୁ [00:58.07] ତୁ ହସୁଛୁ ସିନା, ନିତି କାନ୍ଦୁଛି ଲୋ ମୁଁ [01:02.43] ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ [01:11.20] ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ [01:16.29] [01:42.47] ତୋ ମନକୁ ଭାବି ମନ୍ଦିରଟିଏ ମନ ତତେ ଦେଲି [01:47.25] ମନ ନେଇ ତୁ ଖେଲିବୁ ବୋଲି ଭାବି ମୁଁ ନଥିଲି [01:55.02] ହୋ, ମୋ ପ୍ରେମରେ ଥିଲା କୋଉଠି ଉଣା? ଗଲୁ ମୋତେ ଭୁଲି [02:00.60] ଛଡେଇନେଲୁ ଖୁସି ମୋର ଦୁଃଖ ଦେଲୁ ଖାଲି, ଦୁଃଖ ଦେଲୁ ଖାଲି [02:06.95] ଏଡ଼େ ସ୍ୱାର୍ଥପର ତୁ [02:11.31] ଜାଣି ନଥିଲି ଲୋ ମୁଁ [02:15.68] ଏଡ଼େ ସ୍ୱାର୍ଥପର ତୁ, ଜାଣି ନଥିଲି ଲୋ ମୁଁ [02:20.31] ତତେ ବିଶ୍ୱାସ କରି ଆଜି ମରୁଛି ଲୋ ମୁଁ [02:24.67] ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ [02:33.28] ଓ, ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ [02:38.45] [03:04.59] ମୋ ହୃଦୟେ ତତେ ବସେଇଥିଲି ଘରଟିଏ କରି [03:09.57] ବୁଝିଲୁ ନାହିଁ ପ୍ରେମକୁ ମୋର, ଗଲୁ ଛାତି ଚିରି [03:17.30] ହାଏ, ମୋ ଜୀବନେ ଯାହା ରଖିଥିଲି ମୁଁ, ସବୁ ଲୁଟିନେଲୁ [03:22.83] ଆଉ କା ପ୍ରେମ ପାଇଲୁ ବୋଲି ମୋତେ ଛାଡ଼ିଦେଲୁ, ମୋତେ ଛାଡ଼ିଦେଲୁ [03:29.01] ଏଡ଼େ धोकेबाज ତୁ [03:33.51] ଭାବି ନଥିଲି ଲୋ ମୁଁ [03:37.98] ଏଡ଼େ धोकेबाज ତୁ, ଭାବି ନଥିଲି ଲୋ ମୁଁ [03:42.30] ମୁଁ ସରଳ ବୋଲି ଆଜି ଠକିଦେଲୁ ତୁ [03:46.75] ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ [03:55.45] ହଁ, ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ [04:04.65] ଏଡ଼େ ବେଇମାନି ତୁ [04:06.85] ଏଡ଼େ ବେଦରଦି ତୁ [04:09.18] ତତେ ଭରଷା କରି ଭଲ ପାଉଥିଲି ମୁଁ [04:13.62] ମୋ ହୃଦୟ ସାଥିରେ ଖେଳିଦେଲୁ ପ୍ରିୟା ତୁ [04:22.32] ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ [04:30.83] ଓ, ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ [04:36.28]