Jaa Lo Priya

Jaa Lo Priya Lyrics

Song Jaa Lo Priya
Artist Humane Sagar
Album Jaa Lo Priya
Download Image LRC TXT
ହୋ-ଓ-ଓ, ଓ-ଓ-ଓ
ହୋ-ଓ-ଓ, ଓ-ଓ-ଓ
ଲାଗିଲେ ଲାଗୁ...
ଆଲୋ, ଲାଗିଲେ ଲାଗୁ ମୋ ମନେ ନିଆଁ
ହସୁଥାଉ ଲୋ ତୋ ଦୁନିଆଁ
ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ମୋତେ ଭୁଲି ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ଲାଗିଲେ ଲାଗୁ ମୋ ମନେ ନିଆଁ
ହସୁଥାଉ ଲୋ ତୋ ଦୁନିଆଁ
ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ମୋତେ ଭୁଲି ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ବାଛିନେଲୁ ଲୋ ତୋ ନୂଆ ସାଥି, ଗଲୁ ତୁ ମୋତେ ଭୁଲି
ତୋ ଖୁସି ପାଇଁ ତୋ ଜୀବନରୁ ଯାଉଛି ଆଜି ଚାଲି
ଭାଙ୍ଗିଲେ ଭାଙ୍ଗୁ...
ଆଲୋ, ଭାଙ୍ଗିଲେ ଭାଙ୍ଗୁ ମୋ ଦୁନିଆଁ
ନଲାଗୁ ତତେ ଦୁଃଖର ଛୁଆଁ
ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ମୋତେ ଛାଡି ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ଲାଗିଲେ ଲାଗୁ ମୋ ମନେ ନିଆଁ
ହସୁଥାଉ ଲୋ ତୋ ଦୁନିଆଁ
ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ମୋତେ ଭୁଲି ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ହୃଦୟରେ ରଖି ତତେ ଭଲ ପାଉଥିଲି
ମୋ ଜୀବନ ବୋଲି ତତେ ଭାବି ନେଇଥିଲି
ହୋ, ଆଜିଠାରୁ ବଞ୍ଚିବାକୁ ହବ ଲୋ ତୋ ବିନା
ତୋ କଥା ଭାବିବାକୁ ଆଜିଠାରୁ ମନା
ହୋ, ଲିଭେଇଦବୁ ମନରୁ ତୋର ମୋ ସ୍ମୃତି ଯେତେ
ଜୀବନେ ତୋର ଖୁସି ବରଷୁ, ସୁଖ ମିଳୁ ଲୋ ତତେ
ଜଳିଲେ ଜଳୁ...
ଆଲୋ, ଜଳିଲେ ଜଳୁ ମୋ ଜୁଇ-ନିଆଁ
ଖୁସିରେ ଥା' ତୁ ସବୁ ଦିନିଆ
ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ମୋତେ ଭୁଲି ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ଲାଗିଲେ ଲାଗୁ ମୋ ମନେ ନିଆଁ
ହସୁଥାଉ ଲୋ ତୋ ଦୁନିଆଁ
ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ମୋତେ ଭୁଲି ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ଆମ ସ୍ମୃତି ଯଦି କେବେ ମନେ ପଡେ ତୋର
ଭାବିନବୁ ପ୍ରେମ ଆମ ଥିଲା ବାଲିଘର
ହାଏ, ଭୁଲିଯିବୁ ପଛ କଥା, ସେ ପୁରୁଣା ଦିନ
ନୂଆ ସାଥି ପାଇଁ ପ୍ରିୟା ଦେଖିବୁ ସପନ
ହାଏ, ଭାସିଯାଉ ଲୋ ସପନ ମୋର ଦେଖିଥିଲି ମୁଁ ଯେତେ
କିଏ ଲୋ କେବେ ଭରସାଦେଇ ଠକି ନଦଉ ତତେ
ଯଉଠି ଅଛୁ...
ଆଲୋ, ଯଉଠି ଅଛୁ ଭଲରେ ତୁ ଥା'
ଲିଭେଇଦେଲି ଛାତିରୁ ତୋ ନାଁ
ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ମୋତେ ଛାଡ଼ି ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ଆରେ, ଲାଗିଲେ ଲାଗୁ ମୋ ମନେ ନିଆଁ
ହସୁଥାଉ ଲୋ ତୋ ଦୁନିଆଁ
ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
ମୋତେ ଭୁଲି ଯା'ଲୋ ପ୍ରିୟା, ଯା'ଲୋ ପ୍ରିୟା
- -, - -
- -, - -
. . .
,
', '
', '
', '
', '
,
. . .
,
', '
', '
', '
', '
,
,
,
. . .
, -
'
', '
', '
', '
', '
, ,
,
. . .
, '
', '
', '
,
', '
', '
- -, - -
- -, - -
. . .
,
', '
', '
', '
', '
,
. . .
,
', '
', '
', '
', '
,
,
,
. . .
, -
'
', '
', '
', '
', '
, ,
,
. . .
, '
', '
', '
,
', '
', '
Jaa Lo Priya Lyrics
YouTube Results (More on YouTube)