[00:44.38] ସାରାରାତି ନିଦ ଭୁଲି, କହିବ କି ଆଜିକାଲି [00:53.65] କଡ ଲେଉଟାଅ କାହା ପାଇଁ? [00:58.12] ତମ ପାଇଁ, ସାଥୀ ତମ ପାଇଁ [01:02.51] ତମ ପାଇଁ, ସାଥୀ ତମ ପାଇଁ [01:06.72] ଚାଲୁ-ଚାଲୁ ଚଲା ବାଟେ କହିବ କି ତମେ ଏତେ [01:15.89] ବାଟ ଭୁଲିଯାଅ କାହା ପାଇଁ? [01:20.37] ତମ ପାଇଁ, ସାଥୀ ତମ ପାଇଁ [01:24.85] ତମ ପାଇଁ, ସାଥୀ ତମ ପାଇଁ [01:29.34] [02:04.54] ଭୋର୍ ହେଲେ, ବଗିଚାରୁ କାହା ପାଇଁ ତୋଳ ଫୁଲ? [02:13.71] ଫୁଲ ତୋଳେ ନୀତି ତମ ପାଇଁ ସାଥୀ, ପାଉଛି ବୋଲି ମୁଁ ଭଲ [02:22.35] ସଞ୍ଜ ହେଲେ, ମନ୍ଦିରରେ କାହା ପାଇଁ ଜାଳ ଦୀପ? [02:31.30] ଦୀପ ଜାଳି ତମ ଶୁଭ ମନାସୁଛି, କରୁନାହିଁ କିଛି ପାପ [02:40.08] ଆଇନାକୁ ଚାହିଁ-ଚାହିଁ, କହିବ କି ଆଜିକାଇଁ [02:49.26] ଏତେ ଲାଜ କର କାହା ପାଇଁ? [02:53.58] ତମ ପାଇଁ, ସାଥୀ ତମ ପାଇଁ [02:58.24] ତମ ପାଇଁ, ସାଥୀ ତମ ପାଇଁ [03:02.87] [03:37.78] ହାତ କାଟି, ରକତରେ କାହାପାଇଁ ଚିଠି ଲେଖ? [03:46.62] ସେଇ ଚିଠି ଲେଖେ ତମ ପାଇଁ ଖାଲି, ତମେ ଥରେ ପଢ଼ି ଦେଖ [03:55.65] ମନ ତଳେ କାହା ଛବି ତମେ ତ ଆଙ୍କିଛ କୁହ [04:04.86] ଛବି ନୁହଁ ସେତ ତମେ ନିଜେ ଅଛ, ସବୁଦିନ ପୁଣି ରୁହ [04:13.41] ତମର ସେ ହୃଦୟରେ, କହିବ କି ମତେ ଥରେ [04:22.35] ଜାଗା ଅଛି ଖାଲି କାହା ପାଇଁ? [04:27.15] ତମ ପାଇଁ, ସାଥୀ ତମ ପାଇଁ [04:31.33] ତମ ପାଇଁ, ସାଥୀ ତମ ପାଇଁ [04:35.39] ସାରାରାତି ନିଦ ଭୁଲି, କହିବ କି ଆଜିକାଲି [04:44.75] କଡ ଲେଉଟାଅ କାହା ପାଇଁ? [04:49.30] ତମ ପାଇଁ, ସାଥୀ ତମ ପାଇଁ [04:53.52] ତମ ପାଇଁ, ସାଥୀ ତମ ପାଇଁ [04:57.74] ଚାଲୁ-ଚାଲୁ ଚଲା ବାଟେ କହିବ କି ତମେ ଏତେ [05:07.09] ବାଟ ଭୁଲିଯାଅ କାହା ପାଇଁ? [05:11.55] ତମ ପାଇଁ, ସାଥୀ ତମ ପାଇଁ [05:16.03] ତମ ପାଇଁ, ସାଥୀ ତମ ପାଇଁ [05:24.73] ତମ ପାଇଁ, ସାଥୀ ତମ ପାଇଁ (ତମ ପାଇଁ, ସାଥୀ ତମ ପାଇଁ) [05:29.99]