ମନ ସାଥେ ମନ ଏମିତି ମିଶିବା ଶିଖେଇଲା ମୋତେ ଭଲପାଇବା ମନ ସାଥେ ମନ ଏମିତି ମିଶିବା ଶିଖେଇଲା ମୋତେ ଭଲପାଇବା ଭଲ ପାଇବାର ଆଜି ଏ ଖବର ଆ' ସବୁଠି କହିଦବା ଓଏ, ଓଏ ଦିଲ जानिया କରିଦେଲୁ ମୋତେ କିମିଆଁ ତୁ ମୋର ପ୍ରେମ ଦୁନିଆଁ ହାଏ रब्बा, ହାଏ रब्बा ଓଏ, ଓଏ ଦିଲ जानिया କରିଦେଲୁ ମୋତେ କିମିଆଁ ତୁ ମୋର ପ୍ରେମ ଦୁନିଆଁ ହାଏ रब्बा, ହାଏ रब्बा ତୁ ମୋର ଖୁସି ଆଉ ତୁ ମୋର ख़ुदा କରି ପାରିବିନି ତତେ ମୋଠାରୁ ମୁଁ जुदा ହୋ ତୋ ସାଥେ ମୋ ଜୀବନ ଏମିତି ବନ୍ଧା କହି ପାରିବିନି ତତେ କେବେ अलविदा ସାଥେ ଜିଇଁବାରେ, ସାଥେ ମରିବାରେ ଏ ଦିନ ବିତେଇଦବା ଓଏ, ଓଏ ଦିଲ जानिया କରିଦେଲୁ ମୋତେ କିମିଆଁ ତୁ ମୋର ପ୍ରେମ ଦୁନିଆଁ ହାଏ रब्बा, ହାଏ रब्बा ଓଏ, ଓଏ ଦିଲ जनिया କରିଦେଲୁ ମୋତେ କିମିଆଁ ତୁ ମୋର ପ୍ରେମ ଦୁନିଆଁ ହାଏ रब्बा, ହାଏ रब्बा ହୋ-ଓ-ଓ, ହୁଁ-ହୁଁ ଲା-ଲା-ଲା, ହୁଁ-ହୁଁ-ହୁଁ ଦୁନିଆରେ ଏକା ଏକା ବାଟ ଚାଲୁଥିଲି ସେ ବାଟରେ ତତେ ପାଇ ସ୍ୱର୍ଗ ପାଇଗଲି ହାଁ ସେ ବାଟରେ କଣ୍ଟା ଆଜି ମିଠା ମିଠା ଲାଗେ ସାତ ଜନମକୁ ପ୍ରେମ ଅନୁମତି ମାଗେ ଏ ପ୍ରେମ ଆୟୁଷ ହଜାରେ ବରଷ ଏ ମନେ ସାଇତିଥିବା ଓଏ, ଓଏ ଦିଲ जानिया କରିଦେଲୁ ମୋତେ କିମିଆଁ ତୁ ମୋର ପ୍ରେମ ଦୁନିଆଁ ହାଏ रब्बा, ହାଏ रब्बा ହୋ ଓଏ, ଓଏ ଦିଲ जनिया କରିଦେଲୁ ମୋତେ କିମିଆଁ ତୁ ମୋର ପ୍ରେମ ଦୁନିଆଁ ହାଏ रब्बा, ହାଏ रब्बा ଓଏ, ଓଏ ଦିଲ जानिया କରିଦେଲୁ ମୋତେ କିମିଆଁ ତୁ ମୋର ପ୍ରେମ ଦୁନିଆଁ ହାଏ रब्बा, ହାଏ रब्बा