[00:38.04] ମନ ସାଥେ ମନ ଏମିତି ମିଶିବା [00:44.08] ଶିଖେଇଲା ମୋତେ ଭଲପାଇବା [00:48.95] ମନ ସାଥେ ମନ ଏମିତି ମିଶିବା [00:54.63] ଶିଖେଇଲା ମୋତେ ଭଲପାଇବା [01:00.03] ଭଲ ପାଇବାର ଆଜି ଏ ଖବର [01:05.58] ଆ' ସବୁଠି କହିଦବା [01:10.05] ଓଏ, ଓଏ ଦିଲ जानिया [01:12.55] କରିଦେଲୁ ମୋତେ କିମିଆଁ [01:16.07] ତୁ ମୋର ପ୍ରେମ ଦୁନିଆଁ [01:18.62] ହାଏ रब्बा, ହାଏ रब्बा [01:20.21] ଓଏ, ଓଏ ଦିଲ जानिया [01:23.91] କରିଦେଲୁ ମୋତେ କିମିଆଁ [01:27.14] ତୁ ମୋର ପ୍ରେମ ଦୁନିଆଁ [01:29.26] ହାଏ रब्बा, ହାଏ रब्बा [01:58.92] ତୁ ମୋର ଖୁସି ଆଉ ତୁ ମୋର ख़ुदा [02:03.92] କରି ପାରିବିନି ତତେ ମୋଠାରୁ ମୁଁ जुदा [02:11.53] ହୋ ତୋ ସାଥେ ମୋ ଜୀବନ ଏମିତି ବନ୍ଧା [02:18.01] କହି ପାରିବିନି ତତେ କେବେ अलविदा [02:22.27] ସାଥେ ଜିଇଁବାରେ, ସାଥେ ମରିବାରେ [02:27.92] ଏ ଦିନ ବିତେଇଦବା [02:32.63] ଓଏ, ଓଏ ଦିଲ जानिया [02:35.44] କରିଦେଲୁ ମୋତେ କିମିଆଁ [02:39.19] ତୁ ମୋର ପ୍ରେମ ଦୁନିଆଁ [02:41.15] ହାଏ रब्बा, ହାଏ रब्बा [02:43.89] ଓଏ, ଓଏ ଦିଲ जनिया [02:46.54] କରିଦେଲୁ ମୋତେ କିମିଆଁ [02:49.19] ତୁ ମୋର ପ୍ରେମ ଦୁନିଆଁ [02:52.27] ହାଏ रब्बा, ହାଏ रब्बा [03:06.78] ହୋ-ଓ-ଓ, ହୁଁ-ହୁଁ [03:18.08] ଲା-ଲା-ଲା, ହୁଁ-ହୁଁ-ହୁଁ [03:24.50] ଦୁନିଆରେ ଏକା ଏକା ବାଟ ଚାଲୁଥିଲି [03:29.13] ସେ ବାଟରେ ତତେ ପାଇ ସ୍ୱର୍ଗ ପାଇଗଲି [03:36.97] ହାଁ ସେ ବାଟରେ କଣ୍ଟା ଆଜି ମିଠା ମିଠା ଲାଗେ [03:43.46] ସାତ ଜନମକୁ ପ୍ରେମ ଅନୁମତି ମାଗେ [03:48.56] ଏ ପ୍ରେମ ଆୟୁଷ ହଜାରେ ବରଷ [03:53.71] ଏ ମନେ ସାଇତିଥିବା [03:58.44] ଓଏ, ଓଏ ଦିଲ जानिया [04:01.42] କରିଦେଲୁ ମୋତେ କିମିଆଁ [04:04.07] ତୁ ମୋର ପ୍ରେମ ଦୁନିଆଁ [04:06.71] ହାଏ रब्बा, ହାଏ रब्बा [04:09.15] ହୋ ଓଏ, ଓଏ ଦିଲ जनिया [04:12.08] କରିଦେଲୁ ମୋତେ କିମିଆଁ [04:14.63] ତୁ ମୋର ପ୍ରେମ ଦୁନିଆଁ [04:18.19] ହାଏ रब्बा, ହାଏ रब्बा [04:20.65] ଓଏ, ଓଏ ଦିଲ जानिया [04:23.57] କରିଦେଲୁ ମୋତେ କିମିଆଁ [04:26.11] ତୁ ମୋର ପ୍ରେମ ଦୁନିଆଁ [04:28.58] ହାଏ रब्बा, ହାଏ रब्बा [04:32.37]