[00:24.10] Smart-city ଝିଅଟା ଆସି ପିଟିହେଲାରେ [00:29.76] Metro-ମାର୍କା ମନଟା ମୋର ପଟ୍ଟିଗଲାରେ [00:36.13] Smart-city ଝିଅଟା ଆସି ପିଟିହେଲାରେ [00:38.76] Metro-ମାର୍କା ମନଟା ମୋର ପଟ୍ଟିଗଲାରେ [00:41.82] ଆଖିରେ ଆଖି ବଡେଇଦେଲା [00:44.55] ଆଖିରେ ଆଖି ବଡେଇଦେଲା [00:46.25] Hurt କଲା, କଟକଲା, ମଟକଲାରେ [00:53.18] ଆରେ ଛାତିଟା ରଗଡ଼ି ଦେଲାରେ [00:59.17] ଆରେ ଛାତିଟା ରଗଡ଼ି ଦେଲାରେ [01:02.66] [01:24.86] Silly-silly silky ତାର ଦେହର ଭୂଗୋଳ [01:28.07] Multiplex ପ୍ରେମ ତୋର କରିଲା ପାଗଳ [01:33.86] ରାଜଧାନୀ light ପରି ଜାଳେତା ଚେହେରା [01:37.22] ଇଛାହୁଏ ଦିନ-ରାତି କରନ୍ତି ନଖରା [01:42.61] Silly-silly silky ତାର ଦେହର ଭୂଗୋଳ [01:45.75] Multiplex ପ୍ରେମ ତୋର କରିଲା ପାଗଳ [01:48.84] ରାଜଧାନୀ light ପରି ଜାଳେତା ଚେହେରା [01:51.58] ଇଛାହୁଏ ଦିନ-ରାତି କରନ୍ତି ନଖରା [01:55.95] ଅଙ୍ଗୁରୁଦାନା, ଝିଅଟା ବାନା ଉଡ଼ିଗଲାରେ [02:03.39] प्यार वाला रेल गाड़ी ଗଡିଗଲାରେ [02:08.82] ଅଙ୍ଗୁରୁଦାନା, ଝିଅଟା ବାନା ଉଡ଼ିଗଲାରେ [02:11.68] प्यार वाला रेल गाड़ी ଗଡିଗଲାରେ [02:14.73] ରାତିରେ ନିଦ ଉଡେଇନେଲା [02:17.08] ରାତିରେ ନିଦ ଉଡେଇନେଲା [02:18.85] Hurt କଲା, ମଟକଲା, କଟକଲାରେ [02:24.63] ଆରେ ଛାତିଟା ରଗଡ଼ି ଦେଲାରେ [02:31.87] ଆରେ ଛାତିଟା ରଗଡ଼ି ଦେଲାରେ [02:35.72] [02:59.77] ଝିଲିମିଲି ଝାମେଲା ତାର ହସ ମିଠା-ମିଠା [03:01.25] ତାବିନା life ଲାଗେ ପୁରା ଖଟା-ଖଟା [03:07.46] Strawberry ଓଠ ତାର ମହୁମିଶା ଛେନା [03:10.26] ତରଳେଇଦେଲେ ସେତ ଗୁଆଘିଅ ଗିନା [03:16.05] ଝିଲିମିଲି ଝାମେଲା ତାର ହସ ମିଠା-ମିଠା [03:18.86] ତାବିନା life ଲାଗେ ପୁରା ଖଟା-ଖଟା [03:21.42] Strawberry ଓଠ ତାର ମହୁମିଶା ଛେନା [03:24.49] ତରଳେଇଦେଲେ ସେତ ଗୁଆଘିଅ ଗିନା [03:29.73] Hallmark ସୁନାଟା ଯେବେ ମିଳିଗଲାରେ [03:35.85] ଆରେ ଡିଙ୍ଗ୍-ଡଙ୍ଗ୍ ଦିଲଟା ପୁରା फ़िदा ହେଲାରେ [03:41.94] Hallmark ସୁନାଟା ଯେବେ ମିଳିଗଲାରେ [03:44.98] ଡିଙ୍ଗ୍-ଡଙ୍ଗ୍ ଦିଲଟା ପୁରା फ़िदा ହେଲାରେ [03:48.03] ହୋସ ନେଲା, ଯୋଶ ଦେଲା [03:50.32] ହୋସ ନେଲା, ଯୋଶ ଦେଲା [03:51.94] Hurt କଲା, ମଟକଲା, କଟକଲାରେ [03:59.50] ଆରେ ଛାତିଟା ରଗଡ଼ି ଦେଲାରେ [04:04.98] ଆରେ ଛାତିଟା ରଗଡ଼ି ଦେଲାରେ [04:10.57] ଛାତିଟା ରଗଡ଼ି ଦେଲାରେ [04:16.62] ଆରେ ଛାତିଟା ରଗଡ଼ି ଦେଲାରେ [04:21.83]