[00:25.43]ମଲକା-ମଲକା ହାଲକା ଏ ମନଟା ଭଲଲାଗେ କାଇଁ baby? [00:32.99]ଠୁମକା-ଠୁମକା ହାଏ ତୋର ଝୁମକା ଭଲଲାଗେ କାଇଁ baby? [00:40.63]ମଲକା-ମଲକା ହାଲକା ଏ ମନଟା ଭଲଲାଗେ କାଇଁ baby? [00:45.68]ଠୁମକା-ଠୁମକା ହାଏ ତୋର ଝୁମକା ଭଲଲାଗେ କାଇଁ baby? [00:50.85]ଏଣୁତେଣୁ କଥା କହୁକହୁ, ଗୁଣୁ-ଗୁଣୁ ଗୀତ ଗାଉ-ଗାଉ [00:55.93]ତୂଳୀ ଟିଏ ଖୋଲି ଛୁଉଁ-ଛୁଉଁ ଆଙ୍କେ ତୋ ଛବି [01:00.67]ଓ baby, ଓ baby, ଓ baby [01:05.58]ଓ baby, ଓ baby, ଓ baby [01:11.05]ଝିଲକା-ଝିଲକା ଝିଲମିଲ୍ ଆଖିଟା ଦେଖୁଥାଏ ତୋ ଛବି [01:18.46]मेहका-मेहका ମତୁଆଲା ମୁହଁଟା ମତେଖାଲି ନିଏ ଡାକି [01:23.96]ମନ ମୋର ଚୋରିହେଲେ ହଉ, ପାଖେଆଖେ କିଏ ଥିଲେ ଥାଉ [01:28.96]ନିଦ ମୋର ହଜିଗଲେ ଯାଉ ତୋ କଥା ଭାବି [01:33.36]ଓ baby, ଓ baby, ଓ baby [01:38.33]ଓ baby, ଓ baby, ଓ baby [01:59.10]ଅନ୍ଧାର ଆଜି ଆଲୁଅ ଲାଗେ ବଦଳି ଗଲା ପାଗ [02:03.74]ଛାତିରେ ମୋର ଯେବେଠୁ ତୋର ଲାଗିଲା ପ୍ରେମଦାଗ [02:08.95]ମେଘରେ ଆଜି ବରଷେ ମହୁ, କାକର ଲାଗେ ମୋତି [02:14.04]ଆଖିରେ ମୋର ଯେବେଠୁ ତୋର ଆଖି ମିଶିଲା ସାଥି [02:19.18]ଛଲକା-ଛଲକା ହଲଚଲ ଛବିଟା ଭଲଲାଗେ କାଇଁ baby? [02:26.73]ହାଲକା-ହାଲକା ମିଠା-ମିଠା ହସଟା ଭଲଲାଗେ କାଇଁ baby? [02:32.03]ସଞ୍ଜ ହଉ ଅବା ରାତି ହଉ, ଆକାଶରେ ତାରା ଥିଲେ ଥାଉ [02:37.04]ଭାବୁଥାଏ ରାତି ପାହୁପାହୁ, ତୋ ପାଖେ ଥିବି [02:41.51]ଓ baby, ଓ baby, ଓ baby [02:46.59]ଓ baby, ଓ baby, ଓ baby [03:12.18]ସପନ କାଇଁ ନିଦରେ ନଇଁ ଦିନରେ ଘୁରି ବୁଲେ? [03:17.32]ପାଦଟି ମୋର ଯେବେଠୁ ତୋର ଛାଇ ସାଥିରେ ଚାଲେ [03:22.23]ବସନ୍ତ ଆଜି ବରଷାବେଳେ ଫୁଲରେ ଖେଳେ ଦୋଳି [03:27.32]ମୋରି ମନ ତୋ ସାଥେ ଯେବେ ଖେଳିଲା ଲୁଚକାଳି [03:32.41]लेहका-लेहका ଚୁଲବୁଲ ଛାଇଟା ଭଲଲାଗେ କାଇଁ baby? [03:40.10]बेहका-बेहका भोला-भाला ଦିଲଟା ଭଲଲାଗେ କାଇଁ baby? [03:45.22]ଏଠି-ସେଠି ପାଦ ଥଉ-ଥଉ, ଫୁଲ ହଉ ଅବା କଣ୍ଟା ହଉ [03:50.24]ଚାଲୁଥାଉ ଅବା ଝୁଣ୍ଟୁଥାଉ ତୋ ବାଟ ଖୋଜି [03:54.88]ଓ baby, ଓ baby, ଓ baby [04:00.06]ଓ baby, ଓ baby, ଓ baby [04:04.72]