[00:00.02]ଆକାଶ ଜାଣେ, ଜାଣେ ପୃଥିବୀ [00:07.32]ତୋ ସାଥେ ଅଛି, ମୁଁ ରହିଥିବି [00:12.94]ଏମିତି ଭଲ ପାଇବି [00:31.16]ଆକାଶ ଜାଣେ, ଜାଣେ ପୃଥିବୀ [00:36.28]ତୋ ସାଥେ ଅଛି, ମୁଁ ରହିଥିବି [00:41.59]ଏମିତି ଭଲ ପାଇବି [00:46.78]ଆକାଶ ଜାଣେ, ଜାଣେ ପୃଥିବୀ [00:49.22]ତୋ ସାଥେ ଅଛି, ମୁଁ ରହିଥିବି [00:51.72]ଶୂନ୍ୟରେ ତୋର ଛବି ଅଙ୍କିବି [00:54.48]ଲୁହରେ ବି ତୋ ନା' ଲେଖିବି [00:59.28]सइयाँ रे, सइयाँ रे [01:04.71]ବଦନାମ ହେଲି ତୋ ପ୍ରେମରେ [01:09.80]कुर्बान ହେବି ତୋ ପ୍ରେମରେ [01:15.06]ବଦନାମ ହେଲି ତୋ ପ୍ରେମରେ [01:20.23]कुर्बान ହେବି ତୋ ପ୍ରେମରେ [01:26.52] [01:41.66]ସବୁ ଆଶା, ସବୁ ଅଭିଳାଷ [01:46.82]ତତେ ଦେଖିଦେଲେ ହୁଏ ଶେଷ [01:52.15]ତୋ ପାଖରେ ସରୁ ମୋ ଆୟୁଷ [02:02.05]ଫୁଲ ହଉ ଅବା କଣ୍ଟାରେ [02:04.78]ଚାଲୁଥିବି ତୋ ସାଥିରେ [02:07.47]ହାତ ରଖି ତୋ ହାତରେ, ମିତ ରେ [02:12.26]सइयाँ रे, सइयाँ रे [02:17.77]ବଦନାମ ହେଲି ତୋ ପ୍ରେମରେ [02:22.76]कुर्बान ହେବି ତୋ ପ୍ରେମରେ [02:27.63]ବଦନାମ ହେଲି ତୋ ପ୍ରେମରେ [02:33.01]कुर्बान ହେବି ତୋ ପ୍ରେମରେ [02:38.75]