[00:14.28] First time ଗୋଟେ ଝିଅ ତୁ କରିଲୁ ପାଗଳ [00:21.57] ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ [00:31.92] First time ଗୋଟେ ଝିଅ ତୁ କରିଲୁ ପାଗଳ [00:39.03] ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ [00:46.02] ତୁ ଯେବେ ଛାହିଁଦେଲୁ [00:47.71] ମୋ ମନକୁ ଛୁଇଁଦେଲୁ [00:49.79] ତୁ ଯେବେ ଛାହିଁଦେଲୁ [00:51.21] ମୋ ମନକୁ ଛୁଇଁଦେଲୁ [00:53.23] ମୁଁ ଆଉ ନାହିଁ ମୋର [01:00.07] First time ଗୋଟେ ପୁଅ ତୁ କରିଲୁ ପାଗଳ [01:07.35] ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ [01:14.32] ତୁ ଯେବେ ମିଳିଗଲୁ [01:16.22] ନିଦ ମୋର ଚୋରି କଲୁ [01:17.98] ତୁ ଯେବେ ମିଳିଗଲୁ [01:19.80] ନିଦ ମୋର ଚୋରି କଲୁ [01:21.50] ଭୁଲିଗଲି ବାଟ ମୋର [01:24.37] [01:49.63] ଯେବେ ତୋତେ ଭାବେ [01:53.26] ତୁ କିଛି କହିଲା ପରି ମୋତେ ଶୁଭେ [02:00.16] ଯେବେ ଆଖି ମିଶେ [02:03.89] ସବୁଠି ତୋ ମୁହଁ ଖାଲି ମୋତେ ଦିଶେ [02:10.93] First time ଗୋଟେ ଝିଅ ତୁ ଲାଗିଲୁ ସୁନ୍ଦର [02:17.98] ତୋ ମୁହଁରୁ ଝରିଗଲା ଗୋଲାପୀ ଅଭିର [02:24.98] ତୁ ଯେବେ ଡାକିନେଲୁ [02:26.66] ସାତରଙ୍ଗ ମାଖିଦେଲୁ [02:28.33] ତୁ ଯେବେ ଡାକିନେଲୁ [02:30.23] ସାତରଙ୍ଗ ମାଖିଦେଲୁ [02:32.04] ସତ ଲାଗେ ସ୍ବପ୍ନ ମୋର [02:35.25] [03:00.07] ଉଡେ ଆଜି ଉଡେ [03:03.95] ତୋ ଦେହର ମିଠା ବାସ୍ନା ଚାରିଆଡେ [03:10.99] ଏଇ ଚଲାବାଟେ [03:14.68] ଯୁଆଡେ ମୁ ଯାଏ ଆଜି ତୋତେ ଭେଟେ [03:21.43] First time ଗୋଟେ ଝିଅ ତୁ ଲାଗିଲୁ ନିଜର [03:28.46] ତୋ ପାଖରୁ ଫେରେନାହିଁ ଆଉ ମୋ ନଜର [03:35.50] ତୁ ଯେବେ ହସିଦେଲୁ [03:37.37] ମୋ ଛାତିରେ ବସିଗଲୁ [03:38.98] ତୁ ଯେବେ ହସିଦେଲୁ [03:40.71] ମୋ ଛାତିରେ ବସିଗଲୁ [03:42.57] କଲୁ ଗୋଟେ ଛୋଟ ଘର [03:49.50] First time ଗୋଟେ ଝିଅ ତୁ କରିଲୁ ପାଗଳ [03:56.75] ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ [04:03.05]