ତାର duplicate photo କୁ duplicate ଓଠ ତାରି ପାଇଁ ହେଇଗଲେଣି ଲକ୍ଷେ ପୁଅ ନଷ୍ଟ ତାର duplicate photo କୁ duplicate ଓଠ ତାରି ପାଇଁ ହେଇଗଲେଣି ଲକ୍ଷେ ପୁଅ ନଷ୍ଟ ତା I love you china ମାଲ ପୁରା ନକଲି ଏ ଥରେ Aadhaar card link ହେଉ facebook ରେ ଖାଲି ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି ହଁ, ଥରେ Aadhaar card link ହେଉ facebook ରେ ଖାଲି ହଁ, ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି ଆରେ ଯେବେ-ଯେବେ angel ପ୍ରିୟା ଛାଡି ଦିଏ dp ରାତି ଅଧରେ ବଢି ଯାଏ ପୁଅଙ୍କର bp ଆରେ ସହ-ସହ like ଆସେ, ହାଏ cute baby Comment କରି ଲେଖେ କିଏ କୁଲଫି ଖୁଆଇ ନେବି ହଁ, Netpack ପକେଇ ଟୋକା ମରନ୍ତି daily-daily ଏ ଥରେ Aadhaar card link ହେଉ facebook ରେ ଖାଲି ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି ହଁ, ଥରେ Aadhaar card link ହେଉ facebook ରେ ଖାଲି ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି (ସୁକୁଟି ସାହୁ ବୋଲି, ସୁକୁଟି ସାହୁ ବୋଲି) ଆରେ facebook ନୁହେଁ ଏ ତ fakebook ଭାଇ ଅଜାଣତେ ଅଜାର ହୁଏ girlfriend ର ଆଈ Facebook ଆସିଲା ଦିନୁ ନଜର ଥରେ ପକା ଝିଅ ମନେ ଭାଉଖାନ୍ତି, ପୁଅ ଖାନ୍ତି ଧୋକା ଆରେ କାରଣ ତାର ଅଟା ମାହଙ୍ଗା data ଶସ୍ତା ବୋଲି ଏ ଥରେ Aadhaar card link ହେଉ facebook ରେ ଖାଲି ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି ହଁ, ଥରେ Aadhaar card link ହେଉ facebook ରେ ଖାଲି ହଁ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି (ସୁକୁଟି ସାହୁ ବୋଲି, ସୁକୁଟି ସାହୁ ବୋଲି)