[00:30.65] ତାର duplicate photo କୁ duplicate ଓଠ [00:34.65] ତାରି ପାଇଁ ହେଇଗଲେଣି ଲକ୍ଷେ ପୁଅ ନଷ୍ଟ [00:41.60] ତାର duplicate photo କୁ duplicate ଓଠ [00:44.90] ତାରି ପାଇଁ ହେଇଗଲେଣି ଲକ୍ଷେ ପୁଅ ନଷ୍ଟ [00:48.23] ତା I love you china ମାଲ ପୁରା ନକଲି [00:53.59] ଏ ଥରେ Aadhaar card link ହେଉ facebook ରେ ଖାଲି [00:56.85] ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି [01:04.13] ହଁ, ଥରେ Aadhaar card link ହେଉ facebook ରେ ଖାଲି [01:07.62] ହଁ, ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି [01:42.03] ଆରେ ଯେବେ-ଯେବେ angel ପ୍ରିୟା ଛାଡି ଦିଏ dp [01:45.90] ରାତି ଅଧରେ ବଢି ଯାଏ ପୁଅଙ୍କର bp [01:52.17] ଆରେ ସହ-ସହ like ଆସେ, ହାଏ cute baby [01:55.66] Comment କରି ଲେଖେ କିଏ କୁଲଫି ଖୁଆଇ ନେବି [01:59.15] ହଁ, Netpack ପକେଇ ଟୋକା ମରନ୍ତି daily-daily [02:04.11] ଏ ଥରେ Aadhaar card link ହେଉ facebook ରେ ଖାଲି [02:07.65] ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି [02:14.30] ହଁ, ଥରେ Aadhaar card link ହେଉ facebook ରେ ଖାଲି [02:18.08] ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି (ସୁକୁଟି ସାହୁ ବୋଲି, ସୁକୁଟି ସାହୁ ବୋଲି) [02:48.06] ଆରେ facebook ନୁହେଁ ଏ ତ fakebook ଭାଇ [02:51.89] ଅଜାଣତେ ଅଜାର ହୁଏ girlfriend ର ଆଈ [02:58.55] Facebook ଆସିଲା ଦିନୁ ନଜର ଥରେ ପକା [03:01.88] ଝିଅ ମନେ ଭାଉଖାନ୍ତି, ପୁଅ ଖାନ୍ତି ଧୋକା [03:05.52] ଆରେ କାରଣ ତାର ଅଟା ମାହଙ୍ଗା data ଶସ୍ତା ବୋଲି [03:10.26] ଏ ଥରେ Aadhaar card link ହେଉ facebook ରେ ଖାଲି [03:13.77] ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି [03:20.41] ହଁ, ଥରେ Aadhaar card link ହେଉ facebook ରେ ଖାଲି [03:23.96] ହଁ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି (ସୁକୁଟି ସାହୁ ବୋଲି, ସୁକୁଟି ସାହୁ ବୋଲି) [03:33.56]