[00:35.04] ତୋ କଥା କେବେ ମୋତେ ତୁ କହିନୁ ହେଲେ ମୁଁ ପାରିଛି ଶୁଣି [00:44.73] Love you, love you [00:48.88] ତୋଠାରୁ ବେଶି ମୋ କଥା ଭାବିଛୁ ସେଲାଗି ତୋପାଖେ ଋଣୀ [00:57.55] ଏ ଦୁନିଆଁ ଯଦି ତତେ ରୋକିବ ସପନେ ଆସିବୁ ସାଥି ମୋ [01:06.99] ଥକିଯାଇଥିଲେ ଆଖି ବୁଜିବୁ, ଖୁସିରେ ଶୋଇବୁ କୋଳେ ମୋର [01:15.64] Love you, love you [01:20.40] Love you oh my sweet heart [01:24.67] Love you, love you [01:28.78] Love you oh my sweet heart [01:33.78] Love you oh my sweet heart [01:38.00] [02:02.10] ଜାଣିଛି କେତେ ସହିଛୁ ଏଇ ମୋ ରାଗ, ମୋ ଅଝଟ [02:08.43] ଭଲପାଉ ବୋଲି ଏମିତି କରିନାହୁଁ ତୁ କେବେ ଆକଟ [02:17.77] Love you, love you [02:21.76] ତୋ ଠାରୁ ଦୁରେ ରହିବା ଅଭିନୟଥିଲା ମିଛ ମୋର [02:30.76] ଭାବିନଥିଲି ମୁଁ ସ୍ୱପ୍ନରେ ଧରିଦେବ ଆଖି ତୋର [02:38.92] ମାଗିବିନି ବୋଲି ମୁଁ ଭାବିଥିଲି [02:44.34] ନମାଗି ପାଇଲି ମନ ତୋର [02:48.22] ଜାଣିଚୁ ଆଜି ତୋ ବିନା ମୋର ନାହିଁ ଏମିତି ଆପଣାର [02:57.67] Love you, love you [03:01.21] Love you oh my sweet heart [03:05.45] Love you, love you [03:09.78] Love you oh my sweet heart [03:14.83] Love you oh my sweet heart [03:19.19] [03:28.69] ମୋ ବାଟ ଥିଲା ଅବାଟ, ଜିଇଁବାର ଆଶା ନଥିଲା [03:36.85] ତତେ ପାଇ ଆଜି କାହିଁକି ମରଣକୁ ଡର ଲାଗିଲା [03:45.76] Love you, love you [03:50.51] ତୋ ପାଇଁ ଗଲି ବଦଳି, ଗଲା ବଦଳି ମୋ ଦୁନିଆଁ [03:59.38] ଆସିଥିଲୁ ସାଜି କୁଣିଆ, କରିଦେଇ କାଇଁ କିମିଆଁ? [04:07.77] ଆଜି ଯଉକଥା ଗପପରି ଲାଗେ [04:12.89] ହବ ଇତିହାସ ସିଏ ଦିନେ [04:16.32] ଏ ଦୁଇ ମନର ଅକୁହା କାହାଣୀ ଲେଖାହବ ପୁଣି ସବୁ ମନେ [04:25.31] Love you, love you [04:29.72] Love you oh my sweet heart [04:34.09] Love you, love you [04:39.07] Love you oh my sweet heart [04:43.42] Love you oh my sweet heart [04:49.23]